ବିଗୁଡୁଛି ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥା : ୩ ବର୍ଷରେ ବଦଳିଲେଣି ୩ ଡିସିପି

ଭୁବନେଶ୍ବର : ରାଜଧାନୀର ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଯେତେ ଯୋଜନା କରାଯାଉଛି, ସେସବୁ ଅଧାରୁ ଅକାମି ହୋଇପଡ଼ୁଛି। ରାଜଧାନୀର ଅସଜଡ଼ା ଟ୍ରାଫିକ୍‌ ବ୍ୟବସ୍ଥା ସୁଧୁରି ଆସିବା ବେଳକୁ ପୁଣି ବିଗିଡ଼ି ଯାଉଛି। କାରଣ ଏହି ବ୍ୟବସ୍ଥାର ସୁଧାର ଦାୟିତ୍ବ ବହନ କରୁଥିବା ଅଧିକାରୀ ହଠାତ୍ ବଦଳି ହୋଇଯାଉଛନ୍ତି। ୩ ବର୍ଷ ଭିତରେ ୩ ଜଣ ଟ୍ରାଫିକ୍‌ ଡିସିପି ବଦଳି ଥିବାରୁ ଏଭଳି ଅବ୍ୟବସ୍ଥା ଲାଗି ରହୁଛି। … Continue reading ବିଗୁଡୁଛି ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥା : ୩ ବର୍ଷରେ ବଦଳିଲେଣି ୩ ଡିସିପି